ହୁଡିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟା (ଦେଶଜ)[ସମ୍ପାଦନା]

  • ଭୁଲ କରିବା
  • କୁବାକ୍ୟ କହିବା; ଗାଳିଦେବା; ସୋଧିବା; ଭର୍ତ୍ସନା କରିବା
  • ଭ୍ରମରେ କୌଣସି କଥା ଛଡିଯିବା
  • ପାସୋରିବା; ବିସ୍ମରିବା; ହେଜି ନ ପାରିବା; ଭୁଲିଯିବା
  • କୌଣସି ବ୍ୟକ୍ତିକୁ ଅପମାନ ଦେବା
  • ଲଙ୍ଘନ କରିବା
  • ବାଜି ମାରିବା
  • ଭୁମିରେ ଲୋଟିବା
  • ପାଳନ କରିବାକୁ ଭୁଲିଯିବା
  • ପାଳନ ନ କରିବା