ଚେନ୍ମେନ୍
ଦେଖଣା
ଚେନ୍ମେନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚେନ୍ମାନ୍)
[ସମ୍ପାଦନା]- ୧. ଜମି ମାପ ବେଳେ ଜଞ୍ଜିରକୁ ଭୂମିରେ ଟାଣିବା ମୂଲିଆ —୧. Chain- man; a cooly who drags the chain through a field.
- ୨. ଓଡ଼ିଶାରେ କାନୁନ୍ଗୋମାନଙ୍କ ସଙ୍ଗେ ନିଯୁକ୍ତ ସରକାରୀ ପିଅନ —୨. The peon accompanying a Kanungo in Orissa.