ବର୍ଷା

ଉଇକିଅଭିଧାନ‌ରୁ

ବର୍ଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବର୍ଷ+ସ୍ତ୍ରୀ. ଆ)[ସମ୍ପାଦନା]

୧. ପ୍ରାବୃଟକାଳ; ଚତୁର୍ମାସ୍ୟା — ୧. The rainy season; the rains.

[ଦ୍ରଷ୍ଟବ୍ୟ —ଆଷାଢ଼, ଶ୍ରାବଣ, ଭାଦ୍ର ଓ ଆଶ୍ୱିନ ଏହି ୪ ମାସ]

୨. ବୃଷ୍ଟି —୨. Rain.
୩. ବର୍ଷଣ —୩. Raining.