ନିଲାମ ଖତମ
ଦେଖଣା
ନିଲାମ ଖତମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିଲାମ ଖତମ
|
ବୈଦେଶିକ - ବିଶେଷ୍ୟ - (କଚରିଆ) (ଆରବୀ - ନିଲାମ ଓ ଫାରାସୀ - ଖତମ୍)
[ସମ୍ପାଦନା]ପ୍ରକାଶ୍ୟ ନିଲାମରେ ସର୍ବୋଚ୍ଚ ଜରସମନରେ ଖରିଦ କରିବା ପାଇଁ ଗ୍ରହଣଚ୍ଛୁ ବ୍ୟକ୍ତିର ଡାକ ଗୃହୀତ ହେବା —The acceptance of the highest bid by the auctioning authority.