ନେହୁଆ
ଦେଖଣା
ନେହୁଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନେହୁଆ
ବୈଦେଶିକ - ବିଶେଷ୍ୟ - (ପର୍ତ୍ତୁଗୀଜ ଆନୋନା)
[ସମ୍ପାଦନା]ଆତଜାତୀୟ ଫଳ— ବିଶେଷ; ଲେଉଆ —A kind of apple; the bullock's heart; Anone Raticulate.
[ଦ୍ରଷ୍ଟବ୍ୟ —ଏ ଗଛ ପୂର୍ବେ ବିଦେଶରୁ ଅଣାଯାଇ ଏ ଦେଶରେ ବର୍ତ୍ତମାନ ଉଠୁଥିବାର ପଣ୍ଡିତମାନେ କହନ୍ତି; ଏହାର ମଞ୍ଚି ଆତମଞ୍ଚି ପରି କିନ୍ତୁ ଉପର ଚୋପା ମସୃଣ]