ମାର୍ଚ୍ଚ

ଉଇକିଅଭିଧାନ‌ରୁ

ମାର୍ଚ୍ଚ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

୧. ଇଂରାଜୀ ଗଣନାର ତୃତୀୟ ମାସ (ଫାଲ୍ଗୁନ—ଚୈତ୍ର) —୧. The month of March.
୨. ପାଦଦ୍ୱାରା ଗତି କରିବା କ୍ରିୟା — ୨. Marching.
୩. ସେନାମାନଙ୍କ ନିଯନ୍ତ୍ରୀତ ଗତି — ୩. The march of soldiers.

[ଦ୍ରଷ୍ଟବ୍ୟ —ବାଳକମାନଙ୍କୁ ବିଦ୍ୟାଳୟରେ ଡ୍ରିଲ୍ (Drill) ବା ସୈନିକ ବିଦ୍ୟା ଶିକ୍ଷା ଦେବାରେ Quick march (କ୍ୱିକ୍ ମାର୍ଚ୍ଚ)=ଚଞ୍ଚଳ ଗତି; Slow march (ସ୍ଳୋ ମାର୍ଚ୍ଚ)=ଧୀର ଗତି Double march ଡବଲ୍ ମାର୍ଚ୍ଚ) ଖୁବ୍ ଚଞ୍ଚଳ ଚାଲିବା ଆଦି ଇଂରାଜି ଡାକମାନ ବ୍ୟବହୃତ ହୁଏ]