ପଲଙ୍କ

ଉଇକିଅଭିଧାନ‌ରୁ

ପଲଙ୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଲ୍ୟଙ୍କ)[ସମ୍ପାଦନା]

ପର୍ଯ୍ୟଙ୍କ; ଖଟ — Bedstead; coach.

ପଲଙ୍କେ ଶୁଚିଲା ଏତେକ କହି—ପ୍ରଚୀ. ଶିଶୁଶଙ୍କର ଭଷାଅଭିଳାଷ

[ ଦ୍ର—ଖଟରେ ବାଡ଼ନ ଥିବା ପଲଙ୍କରେ ବାଡ଼ ଥାଏ ଗଛପଲଙ୍କରେ ମଶାରୀ ଖୁଣ୍ଟ ଓ ଜାଲ ଥାଏ ]