ଶିଖାଇବା
Appearance
ଶିଖାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଶିଖାଇଦେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ - (ସଂସ୍କୃତ - ଶିକ୍ଷ୍ ଧାତୁ ଣିଜନ୍ତରୂପ)
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ ଶିକ୍ଷାଦେବା; ବତାଇବା — ୧. To teach.
(ଉ—ଆଜି କେ ଶିଖାଇଲା ରୁଷାକୁରେ—କବିସୂର୍ଯ୍ୟ ସଙ୍ଗୀତ)
- ୨. ଉପଦେଶ଼ ଦେବା —୨. To instruct; to advise.
- ୩. ଉପାୟ ବତାଇବା —୩. To teach a person the way to do a thing.
- ୪. (ମନ୍ଦାର୍ଥ) ନ୍ତ୍ରଣାଦେବା; ମନ୍ଦବୁଦ୍ଧି ବତାଇବା —୪. To instigste; to give bad advice.
- ୫. ତାଲିମ କରିବା —୫. To train.
- ୬. ପ୍ରବର୍ତ୍ତାଇବା —୬. To induce.