ଛିଙ୍କାଇବା
ଦେଖଣା
ଛିଙ୍କାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଛିଙ୍କାଇବା
|
(ଛିଙ୍କେଇବା—ଅନ୍ୟରୂପ)
ଦେଶଜ - କ୍ରି.
[ସମ୍ପାଦନା](ଛିଙ୍କିବାର ଣିଜନ୍ତ ରୂପ) କୌଣସି ବ୍ୟକ୍ତିକୁ ନାସ ଶୁଙ୍ଘାଇ ବା ତା ନାକରେ ସୂକ୍ଷ୍ମ କାଠି ଆଦି ଭରତି କରିବାଦ୍ୱାରା ସେ ଛିଙ୍କବାର ଉପାୟ କରିବା — (Causative of Chhiṅkibā) To cause a person to sneeze.