ଜର୍ଦାଲୁ
ଜର୍ଦାଲୁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଫା)[ସମ୍ପାଦନା]
ଜରଦାଲୁ (ଦେଖ) - Jaradālu (See)
ଜର୍ଦାଲୁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଫା)[ସମ୍ପାଦନା]
ଏକପ୍ରକାର କାବୁଲୀ ମିଷ୍ଟ ଓ ଶୁଷ୍କଫଳ — A kind of sweet dry fruit brought from Kabul.
[ଦ୍ରଷ୍ଟବ୍ୟ — ଏହାର ଉପର ଚୋପା ସୁସ୍ୱାଦୁ ଓ ମିଷ୍ଟ ଏହା ଭିତରର ଶାଗୁଆ ମଞ୍ଜିକୁ ଭାଙ୍ଗିଦେଲେ ତହିଁ ମଧ୍ୟରୁ ବାଦାମ ପରି ସୁଖାଦ୍ୟ ଶସ ବାହାରେ]