ନମୁନା
Appearance
ନମୁନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - )
[ସମ୍ପାଦନା]- ୧. ଆଦର୍ଶ — ୧. Model.
- ୨. ଚିତ୍ର ଆଙ୍କିବା ପୂର୍ବରୁ ଚିତ୍ରକର ମୋଟାମୋଟି ଆଙ୍କିବା ଚିତ୍ର —୨. A preliminary rough sketch drawn by a painter.
- ୩. ମଛା; କୌଣସି ପଦାର୍ଥର ସ୍ୱରୁପ ଓ ଗୁଣ ଆଦି ଜଣାଇବା ପାଇଁ ସେହି ପଦାର୍ଥରୁ ନିଆଁ ଯାଇଥିବା ଅଂଶ — ୩. Specimen; sample; pattern.
- ୪. ନିଦର୍ଶନ —୪. Indication; proof.
- ୫. ଦୃଷ୍ଟାନ୍ତ —୫. Example.