ଚିପୁଡ଼ିବା
ଦେଖଣା
ଚିପୁଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଚାପ)
[ସମ୍ପାଦନା]- ୧. କୌଣସି ବସ୍ତୁକୁ ହାତରେ ଚିପ ତହିଁରୁ ରସ ବା ଜଳ ବାହାର କରିବା — ୧. To wring out water or juice by pressing; to squeeze out or press out juice.
ଚନ୍ଦ୍ରରୁ ଚିପୁଡ଼ି ସୁଧାଝରି କବିସୂର୍ଯ୍ୟ. କିଶୋରଚମ୍ପୁକ. ଚ ଗୀତ
- ୨. (ଲକ୍ଷଣାର୍ଥ) କୌଣସି ବିଷୟ ସମ୍ୟକ ଆଲୋଚନା କରିବା — ୨. (figurative) To consider a matter very minutely.
ଦୀନକୃଷ୍ଣ ଦାସ ରସକଲ୍ଲୋଳ ଚିପୁଡ଼ିଲାରୁ ଅନେକ ରସ ବାହାରି ଥିଲା ରାଧାନାଥ. ବିବେକୀ
- ୩. (ଲକ୍ଷଣାର୍ଥ) ନିଃଶେଷିତ କରିବା — ୩. (figurative) To exhaust.
ଚିପୁଡ଼ି ଦେଲା ସେ ଭାବ ଏଣିକି କବିସୂର୍ଯ୍ୟ. କବିତା
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚିପୁଡିବା କର୍ମ — The act of wringing out or pressing out.