ଦକ୍ଷିଣ ଦୁଆରିଆ

ଉଇକିଅଭିଧାନ‌ରୁ

ଦକ୍ଷିଣ ଦୁଆରିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦକ୍ଷିଣ ଦୁଆରି—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ଯେଉଁ ଘରର ଦ୍ୱାର ଦକ୍ଷିଣ ଦିଗକୁ — Having its door to the south.

ଦକ୍ଷିଣ ଦୁଆରିଆ ଘର, ଯେ ନ ପଶିବ ସେ ପଶିଲା, କାହାକୁ କରିବ ପର—ଢଗ