ଜ୍ଞାତିବନ୍ଧୁ

ଉଇକିଅଭିଧାନ‌ରୁ

ବିଶେଷ୍ୟ [୧][ସମ୍ପାଦନା]

  • ରକ୍ତସମ୍ପର୍କୀୟ ବାନ୍ଧବ
  • ସଗୋତ୍ର ଓ ଅସଗୋତ୍ର ଆତ୍ମୀୟ
  • ସଗୋତ୍ର ଓ ଅସଗୋତ୍ର ସପିଣ୍ଡ ବ୍ୟକ୍ତିଗଣ

ଆଧାର[ସମ୍ପାଦନା]

  1. ପ୍ରମୋଦ ଓଡ଼ିଆ ଅଭିଧାନ ,ପୃଷ୍ଠା -୧୦୧୨

ଜ୍ଞାତିବନ୍ଧୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିପରୀତାର୍ଥକ ସହଚର ଶବ୍ଦଦ୍ୱୟ)[ସମ୍ପାଦନା]

ରକ୍ତସମ୍ପର୍କୀୟ ଭାଇଆ ଓ ବିବାହ ସମ୍ପର୍କୀୟ ବାନ୍ଧବ; ସଗୋତ୍ର ଓ ଅସଗୋତ୍ର ଆତ୍ମୀୟ; ସଗୋତ୍ର ଓ ଅସଗୋତ୍ର ସପିଣ୍ଡ ବ୍ୟକ୍ତିଗଣ —Kinsmen (by birth) and relatioins (by marriags.)

[ଦ୍ରଷ୍ଟବ୍ୟ —ହିନ୍ଦୁ ବ୍ୟବସ୍ଥାଶାସ୍ତ୍ର (ସ୍ମୃତି) ଅନୁସାରେ ମୃତବ୍ୟକ୍ତିକୁ ଯେଉଁମାନେ ପିଣ୍ଡ ଦେଇ ତାହାର ତ୍ୟକ୍ତ ସଂମତ୍ତିରେ ଉତ୍ତରାଧିକାରୀ ହୋଇପାରିବେ ସୋମାନେ ସପିଣ୍ଡ ଓ ୨ ଶ୍ରେଣୀରେ ବିଭକ୍ତ ଯଥା ===

୧. ସଗୋତ୍ର—ଅର୍ଥାତ୍ ଯେଉଁମାନେ ଆପଣା ଗୋତ୍ରରେ ଜନ୍ମ ହୋଇ ଅଛନ୍ତି; ଯଥା—ପୁଅ, ନାତି, ପୁତୁରା, କକେଇ ଇତ୍ୟାଦି ଏମାନେ ଜ୍ଞାତି
୨. ଅସଗୋତ୍ର—ଅର୍ଥାତ୍ ଯେଉଁମାନେ ବିବାହ ସଂପର୍କରେ ଆପଣାର ଆତ୍ମୀୟ, ଯଥା—ଝିଅର ପୁଅ, ଝିଅର ନାତି ଇତ୍ୟାଦି, ଏମାନେ ବନ୍ଧୁ]