ଜ୍ଞାତିବନ୍ଧୁ
ଦେଖଣା
- ରକ୍ତସମ୍ପର୍କୀୟ ବାନ୍ଧବ
- ସଗୋତ୍ର ଓ ଅସଗୋତ୍ର ଆତ୍ମୀୟ
- ସଗୋତ୍ର ଓ ଅସଗୋତ୍ର ସପିଣ୍ଡ ବ୍ୟକ୍ତିଗଣ
ଆଧାର
[ସମ୍ପାଦନା]- ↑ ପ୍ରମୋଦ ଓଡ଼ିଆ ଅଭିଧାନ ,ପୃଷ୍ଠା -୧୦୧୨
ଜ୍ଞାତିବନ୍ଧୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିପରୀତାର୍ଥକ ସହଚର ଶବ୍ଦଦ୍ୱୟ)
[ସମ୍ପାଦନା]ରକ୍ତସମ୍ପର୍କୀୟ ଭାଇଆ ଓ ବିବାହ ସମ୍ପର୍କୀୟ ବାନ୍ଧବ; ସଗୋତ୍ର ଓ ଅସଗୋତ୍ର ଆତ୍ମୀୟ; ସଗୋତ୍ର ଓ ଅସଗୋତ୍ର ସପିଣ୍ଡ ବ୍ୟକ୍ତିଗଣ —Kinsmen (by birth) and relatioins (by marriags.)
[ଦ୍ରଷ୍ଟବ୍ୟ —ହିନ୍ଦୁ ବ୍ୟବସ୍ଥାଶାସ୍ତ୍ର (ସ୍ମୃତି) ଅନୁସାରେ ମୃତବ୍ୟକ୍ତିକୁ ଯେଉଁମାନେ ପିଣ୍ଡ ଦେଇ ତାହାର ତ୍ୟକ୍ତ ସଂମତ୍ତିରେ ଉତ୍ତରାଧିକାରୀ ହୋଇପାରିବେ ସୋମାନେ ସପିଣ୍ଡ ଓ ୨ ଶ୍ରେଣୀରେ ବିଭକ୍ତ ଯଥା ===
- ୧. ସଗୋତ୍ର—ଅର୍ଥାତ୍ ଯେଉଁମାନେ ଆପଣା ଗୋତ୍ରରେ ଜନ୍ମ ହୋଇ ଅଛନ୍ତି; ଯଥା—ପୁଅ, ନାତି, ପୁତୁରା, କକେଇ ଇତ୍ୟାଦି ଏମାନେ ଜ୍ଞାତି
- ୨. ଅସଗୋତ୍ର—ଅର୍ଥାତ୍ ଯେଉଁମାନେ ବିବାହ ସଂପର୍କରେ ଆପଣାର ଆତ୍ମୀୟ, ଯଥା—ଝିଅର ପୁଅ, ଝିଅର ନାତି ଇତ୍ୟାଦି, ଏମାନେ ବନ୍ଧୁ]