ବୃତ୍ତ
ଦେଖଣା
ବୃତ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବୃତ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ବର୍ତ୍ତୁଳ; ଗୋଲାକାର —୧. Round; circular; spherical.
- ୨. ଜତ —୨. Born; produced.
- ୩. ଗତ — ୩. Gone.
- ୪. ଅତୀତ —୪. Past; elapsed.
- ୫. ଦୃଢ଼ —୫. Firm; hard; strong.
- ୬. ମୃତ —୬. Dead; deceased.
- ୭. (+କର୍ମ. ତ) ନିଯୁକ୍ତ —୭. Appointed; engaged; employed.
- ୮. ଆଚ୍ଛାଦିତ —୮. Covered.
- ୯. ଅଧୀତ —୯. Read; studied.
- ୧. ଅପ୍ରତିହିତ —୧୦. Unopposed.
- ୧୧. ନିଷ୍ପନ୍ନ; ସିଦ୍ଧ (ହିନ୍ଦୀ - ଶ.) —୧୧. Unaccomplished.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କଚ୍ଛପ; କଇଁଛ — ୧. Tortoise; turtle.
- ୨. ଆଚରଣ; ଚରିତ୍ର — ୨. Conduct; character.
- ୩. ଛନ୍ଦଃ; ଛାନ୍ଦ — ୩. The tune of a poem.
[ଦ୍ରଷ୍ଟବ୍ୟ —ଯେଉଁ ପଦ୍ୟରେ ପ୍ରତ୍ୟେକ ପଦର ଅକ୍ଷର ସଂଖ୍ୟା ଓ ଲଘୁ ଗୁରୁ— ବର୍ଣ୍ଣର କ୍ରମ ସମାନ ଥାଏ, ତାକୁ ବୃତ୍ତ ବୋଲାଯାଏ ପଦମାନଙ୍କ ବିଚାରରେ ବୃତ୍ତ ୩ ପ୍ରକାର—୧ ଯେଉଁ ବୃତ୍ତରେ ୪ ପଦଯାକ ସମାନ, ତାହିର ନାମ ସମବୃତ୍ତ—୨ ଯହିଁରେ ୪ ପଦଯାକ ଅସମାନ, ତାହା ବିଷମ ବୃତ୍ତ—୩ ଯହିରେ ୧ମ ଓ ୩ୟ ପଦ ଏବଂ ୨ୟ ଓ ୪ର୍ଥ ପଦ ସମାନ ତାହା ଅର୍ଦ୍ଧ ସମବୃତ୍ତ]
- ୪. (+ଭାବ. ତ) ବର୍ତ୍ତନ — ୪. Existence.
- ୫. ଅନୁଷ୍ଠାନ —୫. Institution.
- ୬. ବୃତ୍ତାନ୍ତ —୬. Description.
- ୮. (ଜ୍ୟାମିତି) ଗୋଲାକାର କ୍ଷେତ୍ରମଣ୍ଡଳ —୮. (geometry) A circle.
[ଦ୍ରଷ୍ଟବ୍ୟ —ଗୋଟିଏ ବିନ୍ଦୁର ଚାରିଆଡ଼େ ସମଦୂରବର୍ତ୍ତୀ ରେଖାଦ୍ୱାରା ସୀମାବଦ୍ଧ କ୍ଷେତ୍ରକୁ ବୃତ୍ତ କହନ୍ତି]
- ୯. ଧନ ସମ୍ୱନ୍ଧେ ଚତୁର୍ବିଧ କର୍ମ; ଯଥା— ନ୍ୟାୟପୂର୍ବକ ଅର୍ଥୋପାର୍ଜନ, ଅର୍ଥପାଳନ, ଅର୍ଥବର୍ଦ୍ଧନ ଓ ସତ୍ ପାତ୍ରରେ ଦାନ —୯. Founded acts regarding wealth, viz. earning by rightons means, its custody, increasing it and bestowing it on proper hands.
- ୧. ଆଚାର (ହିନ୍ଦୀ - ଶ.) —୧୦. Usage; custom.
- ୧୧. ଜୀବିକା (ହିନ୍ଦୀ - ଶ.) —୧୧. Livelihood.
- ୧୨. ବେଦ ଓ ଶାସ୍ତ୍ର ବିହିତ ଆଚାର ପାଳନ (ହିନ୍ଦୀ - ଶ.) — ୧୨. Confirmity with the conduct laid down in the scriptures.
- ୧୩. ଛିତିଆନା (ହିନ୍ଦୀ - ଶ.) —୧୩. Echites Scholaris (tree).
- ୧୪. ସ୍ତନର ଆଗ ବା ସମ୍ମୁଖ ଭାଗ (ହିନ୍ଦୀ - ଶ.) —୧୪. The front portion of the female breast.
- ୧୫. ସଫେଦ ଜୁଆରା (ହିନ୍ଦୀ - ଶ.) —୧୫. White millet.
- ୧୬. ଅଞ୍ଜୀର (ହିନ୍ଦୀ - ଶ.) —୧୬. Ficus Carica (fruit).
- ୧୭. କଚ୍ଛପ (ହିନ୍ଦୀ - ଶ.) — ୧୭. Tortoise.
- ୧୮. ଗୁରୁଜନଙ୍କ ପ୍ରତି ସମ୍ମାନ, ଅନ୍ଦ୍ରୟନିଗ୍ରହ ଓ ସତ୍ୟ କଥନାଦି କରବା ପ୍ରବୃତ୍ତି (ହିନ୍ଦୀ - ଶ.) — ୧୮. Proclivity for showing respect to one's elders, self self control an truthfulness.]