ମରଣ

ଉଇକିଅଭିଧାନ‌ରୁ

ମରଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜୀବନ—ବିପରୀତ)

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୃ ଧାତୁ= ମରିବା+ଭାବ. ଅନ)[ସମ୍ପାଦନା]

୧. ପ୍ରାଣ ତ୍ୟାଗ; ମୃତ୍ୟୁ; ମରିବା ; ଆତ୍ମାର ଦେହ ତ୍ୟାଗ — ୧. Daying; death.
୨. ବିନାଶ — ୨. Destruction.
୩. ମହୁରା; ବତ୍ସନାଭ ନାମକ ବିଷ; କାଠ ବିଷ; ମିଠା ବିଷ —୩. Aconite.

ଗ୍ରାମ୍ୟ - ବିଶେଷଣ -[ସମ୍ପାଦନା]

ମଲା; ମୃତ —Dead.

(ଉ—ମରଣଗଛ ପଲ୍ଲବ ସ୍ୱଚ୍ଛ ବସନତ ସ୍ଫଳନ ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି )