ଝାଡ଼ଖଣ୍ଡ ବାଦସା
ଦେଖଣା
ଝାଡ଼ଖଣ୍ଡ ବାଦସା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝାଡ଼ଖଣ୍ଡ ବାଦସା
|
(ଝାଡ଼ଖଣ୍ଡ ପାଇଛା; ଝାଡ଼ଖଣ୍ଡ ପାତିସା—ଅନ୍ୟରୂପ)
=== ଦେଶଜ - ବିଶେଷ୍ୟ -(ସଂସ୍କୃତ - ଝାଟ+ଖଣ୍ଡ+ଫାରାସୀ - ପାଦ୍ଶାହ୍)
ଝାଡ଼ଖଣ୍ଡ ବା ଆରଣ୍ୟ ପ୍ରଦେଶର ରାଜା —The king of the wild tracts of Central India.