ଝାଡ଼ୁ ମୁଠା
(ଝାଡ଼ୁମୁଠି—ଅନ୍ୟରୂପ)
ସମ୍ମାର୍ଜ୍ଜନୀ ପାଇଁ ଏକତ୍ର ପନ୍ଧା ହୋଇଥିବା ଖଡ଼ିକା ବା ଖଜୁରି— ପତ୍ରାଦିର ଗୁଚ୍ଛ; ଛାଞ୍ଚୁଣୀ ମୁଠା — Broom-stick.