Jump to content

ଘରୁ ଖାଇବା

ଉଇକିଅଭିଧାନ‌ରୁ

ଘରୁ ଖାଇବା

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ନିଜ ଗୃହରେ ଅର୍ଥାତ୍ ନିଜ ବ୍ୟୟରେ ଭୋଜନ କରିବା —To eat at one's own cost; to meet one's foodind-expenses out of one's pocket.

ଘରୁ ଖାଇ ପର କାମ କରେ କିଏ ବାପା? ଫକୀରମୋହନ. ଉତ୍କଳଭ୍ରମଣ