ଫତୁରି
ଫତୁରି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଫତୁରାତୀ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଆ ଫତୁର୍=ଉପଦ୍ରବ, ହାନି, ବିକାର, ବିଘ୍ନ)[ସମ୍ପାଦନା]
- ୧. ମିଥ୍ୟା; ମିଛକଥା —୧. Falsehood.
- ୨. ଦାମ୍ଭିକତା; ବାଚାଳତା; ମୁହଁ ବାଲିଙ୍ଗ — ୨. Garrulity; boasting; arrogance.
- ୩. ବୃଥା ଭାଷଣ —୩. Vain talking.
- ୪. ଉତ୍ପାତ —୪. Outrage; oppression.
- ୫. ବିଦ୍ରୋହ; ପ୍ରଜାମେଳୀ —୫. Rebellion; revolt.