କରାକରି ହେବା
କରାକରି ହେବା —
ଉଚ୍ଚାରଣ: Karākari hebā
ଦେ. କ୍ରି —
ଅନ୍ୟାଽନ୍ୟ ସଂପାଦନ କରିବା — To mutually perform.
କ୍ଷମା କରାକରି ହୋଇଲେ ତୋଷ ବହି— କୃଷ୍ଣସିଂହ. ମହାଭାରତ. ବନ