ଭାଗ କରିବା
ଭାଗ କରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଭାଗ କରିବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. କୌଣସି ପଦାର୍ଥକୁ ଭିନ୍ନ ଭିନ୍ନ ଅଂଶରେ ପୃଥକ୍ କରିବା —୧. To divide a thing in to parts or sharee.
- ୨. ବଣ୍ଟରା କରିବା —୨. To partition.
- ୩. (ଗଣିତ) ହରଣ କରିବା —୩. (arithmetic)To divide.
- ୪. ଭାଗ ଚଷିବା— (ଦେଖ) - —୪. Bhāga chashibā (See)