ଶୁଧାଇବା
ଶୁଧାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଶୁଧାଇବା
|
=== ପ୍ରାଦେଶିକ - କ୍ରିୟାପଦ - (ସଂସ୍କୃତ - ଶୂଧ ଧାତୁର)
- ୧. ସୁଝାଇବା; ପରିଶୋଧ କରାଇବା —୧. To cause to repay.
- ୨. (ସଂସ୍କୃତ - ଶୂଦ୍ଧ) ପରିଶୂଦ୍ଧ କରିବା —୨. To cleanse; to purify.
- ୩. ସୁଧାଇବା, ଶୂଧୁରାଇବା (ଦେଖ) - —୩. Ṡudhāibā, Ṡudhurāibā (See)