Jump to content

ପ୍ରିୟ ସନ୍ଦେଶ

ଉଇକିଅଭିଧାନ‌ରୁ

ପ୍ରିୟ ସନ୍ଦେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରିୟ+ସନ୍ଦେଶ)

[ସମ୍ପାଦନା]
୧. (କର୍ମଧା) ବନ୍ଧୁତାମୟ ସଂବାଦ — ୧. A friendly message.
୨. (୬ଷ୍ଠୀ ତତ୍) ପ୍ରେମିକ ବ୍ୟକ୍ତିଦ୍ୱାରା ପ୍ରେରିତ ସଂବାଦ — ୨. A message from a lover.
୩. (ବହୁବ୍ରୀହି) ଚମ୍ପକ ବୃକ୍ଷ — ୩. Mitchella Champaka tree (Apte).

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. (ଦ୍ୱନ୍ଦ) ମନୋହର ଓ ସତ୍ୟ (ବାକ୍ୟ) — ୧. Pleasant though true (Apte).
୨. (ବହୁବ୍ରୀହି) ସତ୍ୟ କଥା ଯାହାର ପ୍ରିୟ — ୨. Loving truth.