ଲୁଣିଆଁ
Appearance
ଲୁଣିଆଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୁଣିଆଁ
|
ଦେଶଜ - ବିଶେଷଣ - (ସଂସ୍କୃତ - ଲବଣାକ୍ତ)
[ସମ୍ପାଦନା]- ୧. ଲବଣାକ୍ତ —୧. Saline.
- ୨. ଲବଣ ମିଶ୍ରିତ —୨. Impregnated with salt.
- ୩. ଲବଣାସ୍ୱାଦବିଶିଷ୍ଟ —୩. Having the taste of salt.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚର୍ମ ରୋଗବିଶେଷ; ଦେହରେ ପଦ୍ମକଣ୍ଟକ ପରି କ୍ଷୁଦ୍ର ବ୍ରଣଗୁଡ଼ିଏ ବାହାରି ଯିବା ରୋଗ —୧. A sort of skin disease cosisting of hard bristling pimples.
- ୨. ଲୁଣି ଶାଗ (ଦେଖ) - —୨. Luṇi ṡāga (See)
- ୩. ଲବଣ ବ୍ୟବସାୟୀ —୩. Salt- trader.
- ୪. ଯେ ଲବଣ ପ୍ରସ୍ତୁତ କରେ —୪. Salt manufacturer.