ଛଟପଟିଆ
ଦେଖଣା
ଛଟପଟିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କଲବଲ; କାଲୁବାଲୁ — ୧. Anxiety; trouble; restlessness.
- ୨. ଅସ୍ଥିରତା; ଅବକାଶହୀନତା — ୨. What of leisure.
ଶୋଇଲେ ଦେହ ଛଟପଟକୁ ଭଜଇ କୃଷ୍ଣସିଂହ. ମହାଭାରତ. ବନ
ଅନୁବାଦ
[ସମ୍ପାଦନା]ଛଟପଟିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. କଲବଲ —୧. Anxious in thouble,
- ୨. ଅସ୍ଥିର —୨. Restless; moving about.
- ୩. ଅବକାଶହୀନ —୩. Having no leisure.