ବଶୀଭୂତ

ଉଇକିଅଭିଧାନ‌ରୁ

ବଶୀଭୂତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବଶୀଭୂତା—ସ୍ତ୍ରୀ) 

(ବଶୀଭାବ—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବଶ+ଅଭୁତ ତଭାବେ ଚ୍ୱି+ଭୂତ)[ସମ୍ପାଦନା]

ବଶବର୍ତ୍ତୀ; ବଶତାପନ୍ନ; ଆଜ୍ଞାଧୀନ —Obedient; come under control; fallen into subjection.