କକୁନ୍ଦର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକୁନ୍ଦର
ଉଚ୍ଚାରଣ: Kakundara

(କକୁନ୍ଦର—ଅନ୍ୟରୂପ)

ସଂ. ବି. କ=ଦେହ; ପୃଷ୍ଠଦେଶ+କୁ=ନିତମ୍ବସ୍ଥ ଭୂମି+ ଦୃ ଧାତୁ=ବିଦୀର୍ଣ୍ଣ କରିବା+କର୍ତ୍ତୃ. ଅ) —

୧: ପିଠିତଳେ ପିଚା ମଝିରେ ଥିବା ଭଉଁରୀ— ପରି ଗର୍ତ୍ତଦ୍ବୟ —୧. The two cavities of the loms at the back.

୨: ଏକପ୍ରକାର ବୃକ୍ଷ — ୨. A kind of medicinal plant.

[ଦ୍ର—ଏହା କଟୁତିକ୍ତରସାତ୍ମକ, ଉଷ୍ଣତାସଂପାଦକ; ଜ୍ବର, ରକ୍ତ, ବେଦନା, ଦାହ ଓ ତୃଷ୍ଣା ନିବାରକ ଏହି ବୃକ୍ଷର କଞ୍ଚା ମୂଳକୁ ମୁଖ ମଧ୍ୟରେ ଧାରଣ କଲେ ମୁଖଦୋଷ ବିନଷ୍ଟ ହୁଏ (ପ୍ରକୃତିବାଦ) ]