କକୁଦ୍ମୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକୁଦ୍ମୀ
ଉଚ୍ଚାରଣ: Kakudmī

ସଂ. ବି. ପୁଂ (କକୁଦ+ଅଛି ଅର୍ଥରେ ମିନ୍; ୧: ମା; ୧: ବ) —

୧: ବୃଷଭ; ଷଣ୍ଢ —୧. Bull.

୨: ପର୍ବତ —୨. Mountain.

୩: ପ୍ରାଚୀନରାଜବିଶେଷ (ରେବତୀଙ୍କ ପିତା) — ୩. A king of ancient India.