ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟା (ଦେଶଜ)[ସମ୍ପାଦନା]

  • ସମ୍ପନ୍ନ ହେବା; ନିଷ୍କନ୍ନ ହେବା
  • ଘଟିବା
  • ଫଳିବା ବା ଧାରଣ କରିବା
  • ପରିବର୍ତ୍ତିତ ହେବା; ପାଲଟିବା
  • ଅଧୀନ ବା ଆୟତ୍ତ ହେବା
  • ପ୍ରାପ୍ୟ ହେବା
  • ଅତିବାହିତ ହେବା; ଗତ ହେବା
  • ପହଞ୍ଚିବା
  • ଜ୍ଞାନ ପାଇବା; ଘରଯୋଗ୍ୟ ହେବା; ରଜସ୍ଵଳା ହେବା
  • ଯୋଗ୍ୟ ହେବା
  • ହସ୍ତଗତ ହେବା
  • ଜନ୍ମିବା; ଉପଜାତ ହେବା
  • ସମବେତ ହେବା
  • ଅବସ୍ଥିତ ହେବା; ଉପସ୍ଥିତ ହେବା; ସ୍ଥିତ ହେବା; ବିଦ୍ୟମାନ ହେବା
  • ଧରା ହେବା
  • ଭୂ ଧାତୁର ଭବିଷ୍ୟତ୍ କାଳ ୧ମ ପୁରୁଷ ଏକବଚନ ଓ ବହୁବଚନ କର୍ତ୍ତା ସଙ୍ଗେ ଲାଅଗିବା ଆକାର