କଜ୍ଲା କଜ୍ଲା ଆଖି
ଦେଖଣା
କଜ୍ଲା କଜ୍ଲା ଆଖି —
ଉଚ୍ଚାରଣ: Kajlā kajlā ākhi
ପ୍ରାଦେ. (ସମ୍ବଲପୁର) ବି —
ଚିଲଆଖି; ଈଷତ୍ କୃଷ୍ଣ ବା ଫକା ଆଖି — Light dark eye.
କଜ୍ଲା କଜ୍ଲା ଆଖି —
ଉଚ୍ଚାରଣ: Kajlā kajlā ākhi
ପ୍ରାଦେ. (ସମ୍ବଲପୁର) ବି —
ଚିଲଆଖି; ଈଷତ୍ କୃଷ୍ଣ ବା ଫକା ଆଖି — Light dark eye.