ଗଅଁଠଗଣ୍ଠିଆ

ଉଇକିଅଭିଧାନ‌ରୁ

ଗଅଁଠଗଣ୍ଠିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଗ୍ରନ୍ଥିବିଶିଷ୍ଟ)[ସମ୍ପାଦନା]

ବହୁଗ୍ରନ୍ଥି ଯୁକ୍ତ (ଲୁଗା) — (cloth) Full of knots.

ଗଅଠଗଣ୍ଠିଆ କଳମ ଗଣ୍ଠିଆ ଗଣ୍ଠିକେ ଧଇଲା କସି, କୋଉ ସାଆନ୍ତଙ୍କ ଝୁଅ କି ତମେ ଠାଆରେ ନ ବସ ଆସି ବାଳିକାମାନଙ୍କ କୁଆଁ ରପୁନେଇଁ ଗୀତ