ତରତର
ତରତର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ତରତରିଆ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ତରତର
|
ଦେଶଜ - ବିଶେଷଣ - (ସଂସ୍କୃତ - ତ୍ୱରା)[ସମ୍ପାଦନା]
- ୧. ଅଧୀର — ୧. Impatient; agitated.
- ୨. ଅସ୍ଥିର; ଚପଳ — ୨. Restless; fickle.
- ୩. ଲଣ୍ଡଭଣ୍ଡ; ତ୍ୱରାନ୍ୱିତ; ସମୟାଭାବରୁ ବ୍ୟସ୍ତ — ୩. Busy for want of time; hasty.
- ୪. ଯେ ସମ୍ୟକ୍ ବିବେଚନା ବା ଆଗ ପଛ ବିଚାର ନ କରି କାର୍ଯ୍ୟ କରେ —୪. One who acts hastily without mature consideration.
- ୫. ଯେ ଆଗ ପଛ ବିଚାର ନ କରି ଯାହା ମନକୁ ଆସେ ତାହା କହି ପକାଏ —୫. One who speaks out without mature consideration.
ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]
- ୧. ଅତି ଶୀଘ୍ର; ଚଞ୍ଚଳ; ସତ୍ୱର — ୧. Hastily; in haste; hurriedly.
ବଜାଇ କମ୍ୱୁବର ବାହୁଡ଼େ ତରତର ତରଳ ଚିତ୍ତୁଁ ନାଶି ଭଞ୍ଜ, ବୈଦେହୀଶବିଳାସ
- ୨. ଅସ୍ଥିର ଭାବରେ —୨. Restlessly.