କେଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଶ
ଉଚ୍ଚାରଣ: Keṡa

ସଂ. ବି. (କ=ମସ୍ତକ+ଈଶ୍ ଧାତୁ=ପ୍ରଭୁତ୍ବ କରିବା+ କର୍ତ୍ତୃ. ଅ; ଜିମ୍ବା କେ ମସ୍ତକରେ+ଶୀ ଧାତୁ—ଶୋଇବା +କର୍ତ୍ତୃ. ଅ) —

୧: ବାଳ —Hair.

୨: ମୁଣ୍ଡର ବାଳ — ୨. The hair of the head.

୩: (କ=ଜଳ+ଈଙ୍ଗ)—ବରୁଣ — ୩. The God of the ocean.

୪: ବିଷ୍ଣୁ —୪. Bishụu.

୫: ଘୋଡ଼ା ବା ସିଂହର ବେକ ଉପରେ ଥିବା ବାଳ — ୫. The mane of ahorse or lion.

୬: ଆଲୋକରଶ୍ମୀ; କିରଣ — ୬. A ray or pencil of light.

୭: ସୁଗନ୍ଧଦ୍ରବ୍ୟବିଶେଷ; କୁରୁବେଲି; ଦ୍ରୀବେର — ୭. A kind of perfume (M.W.) pavonia Odorata.

୯: ଦୈତ୍ୟବିଶେଷ —୯. Name of ademon.