ନୟନ

ଉଇକିଅଭିଧାନ‌ରୁ

ନୟନ[୧]— ଆଖୀନୟନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ନୀ ଧାତୁ=ନେବା+କରଣ. ଅନ)[ସମ୍ପାଦନା]

୧. ଚକ୍ଷୁଃ; ଆଖି —୧ Eye.
୨. (+ଭାବ. ଅତ) ପ୍ରମାଣ; ପ୍ରାପ୍ତି କରାଇବା — ୨. Procuring.
୩. (+କର୍ତ୍ତୃ. ଅନ)—ପଥ ପ୍ରଦର୍ଶିକ —୩. A guide.
୪. (କାଳ) ଯାପନ; କଟାଇବା; ଅତିବାହନ — ୪. Passing (of time); whiling away.
୫. ରାଜ୍ୟାଦିର ଶାସନ — ୫. Rulling; governing (Apte).

[ଦ୍ରଷ୍ଟବ୍ୟ —'ନୟନ' ଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ସମାସରେ ଯୁକ୍ତ ହୋଇ ବିଶେଷଣ ହୁଏ, ଯଥା—ତ୍ରିନୟନ (ଫୁ); ମୃଗନୟନା ଓ ଏଣୀନୟନା (ସ୍ତ୍ରୀ)]



  1. ନୟନ