ବିଦ୍ୟାଳୟ

ଉଇକିଅଭିଧାନ‌ରୁ

ବିଦ୍ୟାଳୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିଦ୍ୟା+ଅଳୟ)[ସମ୍ପାଦନା]

ବିଦ୍ୟାମନ୍ଦିର; ପାଠଶାଳା; ଇସ୍କୁଲ; ଶିକ୍ଷାଗର —School.