ଗଇଁଠାଇବା

ଉଇକିଅଭିଧାନ‌ରୁ

ଗଇଁଠାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଗ୍ରନ୍ଥନ; ପ୍ରା. ଗଣ୍ଠନ)[ସମ୍ପାଦନା]

୧. ଦୁଇଖଣ୍ଡି ସୂତା, ଲୁଗା ବା କନାକୁ ପରସ୍ପର ସଂଯୁକ୍ତ କରିବା ନିମନ୍ତେ ଗଣ୍ଠି ପକାଇବା —୧. To tie two pieces of strings, cloths or rags into a knot.
୨. ଗଣ୍ଠି ପକାଇ ଏକାଧିକ ଲମ୍ୱ ଓ କୋମଳ ପଦାର୍ଥକୁ ପରସ୍ପର ସଙ୍ଗେ ସଂଯୁକ୍ତ କରିବା —୨. To tie up two pieces of pliant into a knot.