ଆଖି ମାରିବା

ଉଇକିଅଭିଧାନ‌ରୁ

ଆଖି ମାରିବା

ଓଡ଼ିଆ[ସମ୍ପାଦନା]

(ଆଖିଠାର ମାରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଆଖିଦ୍ୱାରା ଠାରିବା; ୨ ଆଖିଠାର—ଦ୍ୱାରା କୌଣସି ବ୍ୟକ୍ତିକୁ ନିକ୍ଷେପ କରିବା