ଚାଉଳ

ଉଇକିଅଭିଧାନ‌ରୁ

ଚାଉଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଣ୍ଡୁଳ; ଚାଳିନୀଦ୍ୱାରା ପରିଷ୍କୃତ ହେବାରୁ କି?)

୧. ତଣ୍ଡୁଳ —୧. Rice; Oryza Sativa.

[ଦ୍ରଷ୍ଟବ୍ୟ —ଧାନର ପ୍ରକାରଭେଦରେ ଚାଉଳ ବିଭିନ୍ନ ଜାତୀୟ ହୁଏ ଧାନରୁ ଚାଉଳ ପ୍ରସ୍ତୁତ କରିବା ପ୍ରଣାଳୀଭେଦରେ ଏହା ପ୍ରଧାନତଃ ଅରୁଆ ଓ ଉଷୁନା ଏହିପରି ଦୁଇପ୍ରକାର]

୨. ତୁଷ ବା ଚୋପା କଢ଼ା ହୋଇଥିବା କେତେକ ଶସ୍ୟ— ବୀଜ —୨. Husked seed of certain corns.

(ଯଥା—ବାଉଁଶ ଚାଉଳ, ଶୁଆ ଚାଉଳ, କୋଦୁଅ ଚାଉଳ)

୩. ଏକ ରତିର ଅଷ୍ଟମାଂଶ (ଓଜନ) — ୩. A standard of weight; ୧/୮ of a grain.