ଉଇକିଅଭିଧାନ:ଆଜିର ଶବ୍ଦ/ଅପ୍ରେଲ

ଉଇକିଅଭିଧାନ‌ରୁ

ଅଳନ୍ଦୁ

ଅଳନ୍ଦୁ କୁ ସାଧାରଣତଃ ଭୁଲରେ ଆମେ ଅଳନ୍ଧୁ କହିଦେଉ । ଏହି ଦୁଇଟି ଶବ୍ଦ ଭିତରେ ବହୁତ ପାର୍ଥକ୍ୟ ରହିଛି ।