ଜଗର
ଜଗର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ଜାଗୁ ଧାତୁ+କତ୍ତୃ ଅ. ନିପାତନ)[ସମ୍ପାଦନା]
- ୧. କବଚ; ସାଞ୍ଜୁ —୧. Coat of mail.
- ୨. ପୃଷ୍ଠୀ ନାମକ ସୁରା; ମଦିରାବିଶେଷ — ୨. A kind of wine; a sort of liquor.
- ୩. ଗୋମୟ —୩. Cowdung.
- ୪. ମଦର କଳ୍ପ —୪. The dregs of wine.
- ୫. ମଦନ —୫. Madana (tree).
(ଜଗରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]
ଧୂର୍ତ୍ତ; ଚଲାଖ — Cunning; clever.