ଥରେ

ଉଇକିଅଭିଧାନ‌ରୁ

ଥରେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ଏକ ସମୟରେ — ୧. Once upon a time.
୨. ଏକବାର —୨. Once.

କହିବ ଥରେ ପ୍ରାଣ ନାଥରେ ମରେ ନବନବୀନା ଗୋଲକ ଇନ୍ଦୁରେଖା

୩. ଏକ ଥର ମାତ୍ର —୩. Once only.

ନିରେଖି ଉଚ୍ଚାରୁ ଥରେ ଆହା କବିସୂର୍ଯ୍ୟ, କିଶୋରୀଚମ୍ପୂ ଞ ଗୀତ

୪. ଏକ ଥର ସୁଦ୍ଧା —୪. Even once.