ଗଙ୍ଗାମାତା
ଜଗତର ମାତାସ୍ୱରୂପା ଗଙ୍ଗାଦେବୀ; ଦେବତାରୂପେ କଳ୍ପିତା ଗଙ୍ଗାଦେବୀ —River Ganges deified.
[ଦ୍ରଷ୍ଟବ୍ୟ —ସବୁ ସ୍ଥାନରେ ଜଳରେ ଗଙ୍ଗାଦେବୀ ଅଛନ୍ତି ବୋଲି କଳ୍ପନା କରି ଲୋକେ ସାଧାରଣତଃ ନଦୀ ଓ ପୁଷ୍କରିଣୀଆଦିକୁ ଗଙ୍ଗାମାତା ବୋଲି ସଂବୋଧନ କରନ୍ତି]