ଅଭ୍ୟାଗମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:


  • ପହଞ୍ଚିବା
  • ସମ୍ମୁଖକୁ ଆସିବା
  • ଉପସ୍ଥିତ
  • ଦର୍ଶନ
  • ଫଳଭୋଗ
  • ଅତିଥିଙ୍କୁ ସମ୍ମର୍ଧନା କରିବା ପାଇଁ ବସିବା ସ୍ଥାନରୁ ଉଠିବା
  • ନୈକଟ୍ୟ ବିରୋଧ
  • ଆଘାତ
  • ସାମନାରେ ପଡିଯିବା
  • ହାବୁଡିବା
  • ଯୁଦ୍ଦ
  • ମାରଣ
  • ବଧ