ମଇଲମ୍
ଦେଖଣା
ମଇଲମ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ଆରବୀ - ମଲହମ୍; ମରହମ୍)
[ସମ୍ପାଦନା]- ୧. ମଲମ — ୧. Ointment.
- ୨. ଦେବତାଙ୍କ ଅଙ୍ଗରେ ଚୁଆ ଚନ୍ଦନ ବୋଳିବା ନୀତି ବିଶେଷ —୨. The ritual of annointing idols with sandal paste and other scents.
- ୩. ଦେବମୂର୍ତ୍ତିଙ୍କ ଦେହରୁ ପିନ୍ଧିଥିବା ବେଶ ଓ ଅଳଙ୍କାର କାଢ଼ିବା —୩. Taking off the dress and ornaments from an idol.