ନଖ

ଉଇକିଅଭିଧାନ‌ରୁ

ନଖ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନଖ୍ ଧାତୁ= ବୃଦ୍ଧି ପାଇବା+କର୍ତ୍ତୃ. ଅ; ଯାହା ପ୍ରତି ଦିନ ବୃଦ୍ଧି ପାଏ)[ସମ୍ପାଦନା]

୧. ଅଙ୍ଗୁଳିର ଅଗ୍ରଭାଗସ୍ଥ ଉପାସ୍ଥି ୧. Nail.
୨. ପଶୁପକ୍ଷୀଙ୍କ ନଖର ବା ତୀକ୍ଷ୍ଣ ନଖ — ୨. Claws or talons of animals.

[ଦ୍ରଷ୍ଟବ୍ୟ —କେହି କେହି 'ନଖ'କୁ 'ଲଖ' ବୋଲି ଉଚ୍ଚାରଣ କରନ୍ତି]

୩. ପତଳା ଅଂଶ; ପତଳା ଲମ୍ୱ ଖଣ୍ଡ —୩. Part; slice.

[[]] ୪ ନଖୀ ]] ୨ (ଦେଖ) - —୪. Nakhī ୨ (See)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନଖ୍)[ସମ୍ପାଦନା]

ଘୁଡ଼ି ଉଡ଼ାଇବାର ଡୋରି — A string for a paper kite.