ଘଟାଈ

ଉଇକିଅଭିଧାନ‌ରୁ

ଘଟାଈ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷଣ - ସ୍ତ୍ରୀ.—(ସଂସ୍କୃତ - ଘଟକୀ)[ସମ୍ପାଦନା]

୧. ଘଟକୀ — ୧. Procuress; panderess
୨. ଅଘଟଘଟେଈ; କହିବା ପ୍ରଣାଳୀଦ୍ୱାରା ମିଛ କଥାକୁ ସତରୂପେ ଶ୍ରୋତା ମନରେ ବିଶ୍ୱାସ କରାଇବା (ସ୍ତ୍ରୀ) — ୨. (a female) Able, by her mode of speaking or relating; to make the hearer believe in an improbable or false thing.