ଘଟୁ

ଉଇକିଅଭିଧାନ‌ରୁ

ଘଟୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

(ଘଠୁ; ଘଟ୍ଠୂ—ଅନ୍ୟରୂପ)

ଗ୍ରାମ୍ୟ - (ଇତର) ଅ. (ଘରଠୁଁର ସଂକ୍ଷେପ)[ସମ୍ପାଦନା]

ଘରଠାରୁ; ଘରୁ — from home.

ନାକେ ନାକଡ଼ୋରି ଦେଇ ନ ଟାଣିଲେ ନ ବାହାରୁ କେବେ ଘଟୁ—ଭିକାରୀ. ଗୀତଲହରୀ