ଦଉଡ଼ିବା
ଦେଖଣା
ଦଉଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ଦେଶଜ - କ୍ରି—(ସଂସ୍କୃତ - ଦ୍ରୁଧାତୁ=ପଳାଇବା)
- ୧. ଧାଇଁ ବା —୧. To run.
- ୨. ଚେଷ୍ଟା କରିବା — ୨. To try.
ପୁଣି ସେ ବିବିଧ ମାରଣମାନ କଲେ ଅନ୍ୟୋନ୍ୟ ଜୀବ ନେବାପାଇଁ ଦଉଡ଼ିଲେ କୃଷ୍ଣସିଂହ. ମହାଭାରତ. କର୍ଣ୍ଣ.
[ ଦଉଡ଼ା(ଡ଼େ)ଇବା—ଣିଜନ୍ତ]
- ୩. (ମନ. ଚିତ୍ତ) ଲାଳାୟିତ ହେବା — ୩. To be hankering after.
ଚିତ୍ତ ତୋ ଯହିଁ ଦଉଡ଼ୁ ଥାଇ କବିସୂର୍ଯ୍ୟ, ସଙ୍ଗୀତ
[ ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଆସିବା, ପଳାଇବା, ଯିବା କ୍ରିୟାମାନଙ୍କ ସାମାପିକାରୂପ ଯୁକ୍ତ ହୁଏ ]