ଜ୍ଞାପକ
ଜ୍ଞାପକ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷଣ - ପୁଂ. (ଜ୍ଞା ଧାତୁ; ଣିଚ୍+କର୍ତ୍ତୃ. ଅକ)[ସମ୍ପାଦନା]
- ୧. ସୂଚକ; ଯେ (ପଦାର୍ଥ ବା ମନୂଷ୍ୟ) କୌଣସି ବିଷୟ ଜଣାଇ ଦିଏ —୧. Indicating; notifying; informing; making known.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ ଯଥା— ସମୟଜ୍ଞାପକ, ଅନିଷ୍ଟଜ୍ଞାପକ]
- ୨. ଯେ ଅଜ୍ଞାନକୁ ଜ୍ଞାନ ଦିଏ — ୨. Imparting knowledge.
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. ଏତଲା ଦେଲାବାଲା ବ୍ୟକ୍ତି — ୧. Informant; reporter.
- ୨. ଶିକ୍ଷକ —୨. Teacher; instructor.